ବନ୍ଦ କରନ୍ତୁ

ସାତକୋଶିଆ

ଏହି ସ୍ଥାନ ଦୁଇ ପାହାଡ ମଝିରେ ଥିବା ସଂକୀର୍ଣ୍ଣ ଫାଙ୍କ ବା ଉପତ୍ୟକା ପାଇଁ ପ୍ରସିଦ୍ଧ ଯାହାକି ସାତକୋଶିଆ ଠାରୁ ଆରମ୍ଭ ହୋଇଛି । ଦଳଗତ ଭାବେ ନୌକାରେ ଯାତ୍ରା କରି ସୁନ୍ଦର ସୁନ୍ଦର ବିଭିନ୍ନ ପ୍ରଜାତିର ହିଂସ୍ର ପ୍ରାଣୀ ଦର୍ଶନ କରିବା ପାଇଁ ଏହା ଆଦର୍ଶ ସ୍ଥାନ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ – ପ୍ରଗଳା ପୀଠ-୩୬ କି.ମି.,ଦେଓଝର-୪୭ କି.ମି.,ସିଂହନାଥ ୬୦ – କି.ମି.,ସ୍ଵପ୍ନେଶ୍ଵର ୬୦ କି.ମି.

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack@gmail.com

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵରର ୧୭୫ କି.ମି.

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ -କଟକ- ୧୩୫ କି.ମି.

ସଡ଼କ ପଥରେ

ସାତକୋଶିଆକୁ ସିଧାସଳଖ ବସ ସେବା ଉପଲବ୍ଧ । ବଡମ୍ବା ଦେଇ ୧୩୫ କି.ମି. ଗଲେ ବାଲିପୁଟ ଠାରେ ସାତକୋଶିଆ ନିକଟରେ ବସ ରହେ ।