ବନ୍ଦ କରନ୍ତୁ

ସପନପୁର

କ୍ଷୁଦ୍ର ସପନପୁର ଗ୍ରାମ, ଏହାର ଚତୃପାର୍ଶ୍ଵରେ ସବୁଜ କୃଷି କ୍ଷେତ୍ରମାନଙ୍କରେ ଥିବା ବିନ୍ଦୁ ଭଳି ଧାଡି ଧାଡି ପାହାଡ ଯୋଗୁଁ ସୃଷ୍ଟ ପ୍ରାକୃତିକ ସୌନ୍ଦର୍ଯ୍ୟ ହେତୁ ପ୍ରସିଦ୍ଧ । ଏହି ଗ୍ରାମର ବାହାରେ ଅନତି ଦୂରରେ ପାହାଡ ଉପରେ ମହିମା ଗୋସାଇଁଙ୍କ ଦ୍ଵାରା ଉନବିଂଶ ଶତାଦ୍ଦୀରେ ସ୍ଥାପିତ ଏକ ଆଶ୍ରମ ରହିଛି । ଏହି ଆଶ୍ରମର ଆଧ୍ୟାତ୍ମିକ ପ୍ରଭାବ ରହିଥିବା ଜଣାଯାଏ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ଡମଡମଣୀ- ୧୭ କି.ମି.,ମଣିନାଗ ଗୁମ୍ଫା -୨୮ କି.ମି. , କପିଳାସ -୩୫ କି.ମି.।

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack@gmail.com

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵରରୁ ୫୦ କି.ମି.

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ : କଟକ-୨୦ କି.ମି.

ସଡ଼କ ପଥରେ

କଟକରୁ ଟାଙ୍ଗୀ-ଚୌଦ୍ଵାର ଦେଇ ସପନପୁର ୨୦ କି.ମି. ଟ୍ୟାକ୍ସି ଯୋଗେ ଯାଇହୁଏ ।