ପରମହଂସ
ଏହି ସ୍ଥାନ ଭଗବାନ ଶିବଙ୍କର ପୀଠ ଭାବେ ପ୍ରସିଦ୍ଧ । ଏହା ମଧ୍ୟ ଅନନ୍ତ ଗର୍ଭ ନାମରେ ବିଖ୍ୟାତ ।
ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ
ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ – କଟକ ୧୧ କି.ମି. ।
ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack@gmail.com
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର - ଭୁବନେଶ୍ଵରରୁ ୪୦ କି.ମି.
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ -କଟକ-୧୩ କି.ମି.
ସଡ଼କ ପଥରେ
ଏହି ପୀଠକୁ ଯିବାପାଇଁ ସିଧାସଳଖ ବସ ସେବା ଉପଲବ୍ଧ ନାହିଁ । ତେବେ ଟ୍ୟାକ୍ସି କିମ୍ବା ଅଟୋ ଯୋଗେ ୧୫ କି.ମି. ଦୂରତା ଅତିକ୍ରମ କରି ଏହି ସ୍ଥାନକୁ ଯାଇହୁଏ ।