ନେମାଳ
ଶ୍ରେଣୀ ଧାର୍ମିକ
ଏହା ପଂଚ ସଖା ମଧ୍ୟରୁ ଅନ୍ୟତମ, ଓଡିଶାରେ ଭକ୍ତି ଧର୍ମର ସଂସ୍ଥାପକ ଅଚ୍ୟୁତାନନ୍ଦଙ୍କର ସମାଧିପୀଠ । ଅଚ୍ୟୁତାନନ୍ଦ ମଧ୍ୟ ତାଙ୍କ ଦ୍ଵାରା ଲିଖିତ ଭବିଷ୍ୟବାଣୀ-“ମାଲିକା” ପାଇଁ ପ୍ରସିଦ୍ଧ । ଏହି ସ୍ଥଳ ଚିତ୍ରୋତ୍ପଳା ନଦୀ ତଟରେ ଅବସ୍ଥିତ ।
ପ୍ରକୃଷ୍ଟ ସମୟ : ଅକ୍ଟୋବରରୁ ମାର୍ଚ୍ଚ ମାସ
ନିକଟତମ ପର୍ଯ୍ୟଟନ ସ୍ଥାନ : କାକୁଡିଆ ପଦା- ୮ କି.ମି.,ଛାପଚିକଣ -୧୩ କି.ମି.
ଯୋଗାଯୋଗ :ପର୍ଯ୍ୟଟନ ଅଧିକାରୀ
ଦୂର ଭାଷ : ୦୬୭୧-୨୩୦୫୨୨୫
ଇ -ମେଲ :oritourcuttack@gmail.com
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ଭୁବନେଶ୍ଵର ବିମାନ ବନ୍ଦର -୭୦ କି.ମି.
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ -କଟକ ୪୦ କି.ମି.
ସଡ଼କ ପଥରେ
କେନ୍ଦ୍ରାପଡ଼ା ରାସ୍ତା ରେ ନିଶ୍ଚିନ୍ତକୋଇଲି ପର୍ଯ୍ୟନ୍ତ ୩୫ କି.ମି. ବସ ଯୋଗେ ଯାଇହେବ ।ଅବଶିଷ୍ଟ ୮ କି.ମି. ଅଟୋ ରିକ୍ସା ଯୋଗେ ଯାତ୍ରା କରି ନେମାଳ ଠାରେ ପହଞ୍ଚି ହେବ ।