ବନ୍ଦ କରନ୍ତୁ

ନିଆଳି ମାଧବ

ରାଧା ମାଧବ ବିଗ୍ରହ ପାଇଁ ପ୍ରସିଦ୍ଧ ଏହା ଏକ ଧାର୍ମିକ କେନ୍ଦ୍ର । ପବିତ୍ର ପ୍ରାଚୀ ନଦୀ କୂଳରେ ଏହା ଅବସ୍ଥିତ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ – ଜୟଦେବ ପୀଠ,କେନ୍ଦୁଲି – ୨୨ କି.ମି. ।

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack@gmail.com

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର - ଭୁବନେଶ୍ଵରର ୫୩ କି.ମି.

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ : କଟକ-୫୨ କି.ମି. ଓ ଭୁବନେଶ୍ଵର - ୫୩ କି.ମି.

ସଡ଼କ ପଥରେ

ଏହି ସ୍ଥାନକୁ ଯିବାକୁ ହେଲେ ବସ ଯୋଗେ ନିଆଳି ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯିବାକୁ ହେବ । ଏହା ନିକଟସ୍ଥ ବସ ଷ୍ଟାଣ୍ଡ ଏବଂ କଟକ କୁ ୫୦ କି.ମି. ।