ଦେଓଝର
ଦେଓଝରଠାରେ ଥିବା ଝରଣା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ଏବଂ ଏହି ସ୍ଥାନ ବଣଭୋଜି ପାଇଁ ପ୍ରକୃଷ୍ଟ । ଏଠାରେ ଥିବା ଝରଣାର ଶିଖର ବଡେଦିଧାର ନାମକ ଏକ ଗୁମ୍ଫା ରହିଛି, ଯାହାକି ଏକଦା ସାଧୁ ସନ୍ଥମାନଙ୍କର ସ୍ଵର୍ଗ ଥିଲା ବୋଲି କୁହାଯାଏ ।
ପ୍ରକୃଷ୍ଟ ସମୟ : ଅକ୍ଟୋବର ରୁ ମାର୍ଚ୍ଚ ମାସ
ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ- ଚମ୍ପେଶ୍ଵର-୧୫ କି.ମି., ବନେଶ୍ଵର ନାସୀ-୨୦ କି.ମି.,ପ୍ରଗଳାପୀଠ-୩୩କି.ମି.,ଭଟ୍ଟାରିକା-୩୫କି.ମି., ଶଙ୍ଖମାରୀ-୩୯ କି.ମି., ସିଂହନାଥ -୩୯କି.ମି., ସାତକୋଶିଆ-୪୭ କି.ମି.।
ଯୋଗାଯୋଗ: ପର୍ଯ୍ୟଟନ ଅଧିକାରୀ,କଟକ
ଦୂରଭାଷ ନ : ୦୬୭୧-୨୩୦୫୨୨୫
ଇ-ମେଲ: tocuttack@gmail.com
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର - ୧୪୪କି.ମି.
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି କଟକ-୧୩୦କି.ମି. ।
ସଡ଼କ ପଥରେ
କଟକ ନରସିଂହପୁର ରାସ୍ତାରେ ଚମ୍ପେଶ୍ଵର ପର୍ଯ୍ୟନ୍ତ ୧୧୫କିମି ବସ ସେବା ଉପଲବ୍ଧ ଚମ୍ପେଶ୍ଵରରୁ ଗୋଡିବନ୍ଧ ଓ ସେଠାରୁ ଦେଓଝର ପର୍ଯ୍ୟନ୍ତ ୧୫ କି.ମି. ଅଟୋ ଭଡାକରି ଯିବାକୁ ହୋଇଥାଏ ।