ବନ୍ଦ କରନ୍ତୁ

ଛାପଚିକଣା

ଦେବୀ ହରଚଣ୍ଡୀଙ୍କର ପାଇଁ ଏହି ସ୍ଥ।ନ ଗୁରୁତ୍ଵ ବହନ କରେ ।

ପ୍ରକୃଷ୍ଟ ସମୟ : ଅକ୍ଟୋବର ରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-କାକୁଡିଆପଡା (୫ କି.ମି) ନେମାଳ : ଅଚ୍ୟୁତାନନ୍ଦ ପୀଠ(୧୩ କି.ମି) ।

ଯୋଗାଯୋଗ: ପର୍ଯ୍ୟଟନ ଅଧିକାରୀ,କଟକ
ଦୂରଭାଷ ନ : ୦୬୭୧-୨୩୦୫୨୨୫
ଇ-ମେଲ: tocuttack@gmail.com

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର - ୭୫ କି.ମି.

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନଗୁଡିକ ହେଉଛି କଟକ - ୫୦ କି.ମି ।

ସଡ଼କ ପଥରେ

ନିକଟସ୍ଥ ବସ ରହଣି ସ୍ଥ।ନ : ଅସୁରେଶ୍ଵର ୪୫ କି.ମି, ଅସୁରେଶ୍ଵର ଛକରୁ ଛାପଚିକଣ। - ୫ କି.ମି ଅଟୋ ଭଡାକରି ଯିବାକୁ ହୋଇଥାଏ।