ବନ୍ଦ କରନ୍ତୁ

କୁକୁଡ଼ାଙ୍ଗ

ଶ୍ରେଣୀ ଧାର୍ମିକ

କଟକ ଠାରୁ ପ୍ରାୟ 30 କିଲୋମିଟର ଦୂରରେ ଅବସ୍ଥିତ ଏହି ସ୍ଥାନଟି ଦେବୀ ବେଲେଶ୍ଵରୀଙ୍କ ମନ୍ଦିର ଏବଂ ସୁନ୍ଦର ଦୃଶ୍ୟ ପାଇଁ ପ୍ରସିଦ୍ଧ | ଏହା ମନ୍ଦିର ପରିଦର୍ଶକଙ୍କୁ ଆକର୍ଷିତ କରିଥାଏ |

 

ପ୍ରକୃଷ୍ଟ ସମୟ : ଅକ୍ଟୋବରରୁ ମାର୍ଚ୍ଚ ମାସ
ରହଣି ସ୍ଥାନ : ଜାଗାରେ ଉପଲବ୍ଧ ନାହିଁ

 

ଯୋଗାଯୋଗ :ପର୍ଯ୍ୟଟନ ଅଧିକାରୀ
ଦୂର ଭାଷ : ୦୬୭୧-୨୩୦୫୨୨୫
ଇ -ମେଲ :oritourcuttack@gmail.com

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର: ଭୁବନେଶ୍ଵର ବିମାନ ବନ୍ଦର

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ -କଟକ ୩୨ କି.ମି.

ସଡ଼କ ପଥରେ

କଟକରୁ ପାଗା ଛକ (୧୭ କିମି) ପର୍ଯ୍ୟନ୍ତ ବସ୍ ସେବା ଉପଲବ୍ଧ, ଏବଂ ତା’ପରେ ବାକି ୧୫ କିଲୋମିଟର ଭଡ଼ା ଅଟୋ ଦ୍ୱାରା ହେବ | କିନ୍ତୁ କଟକରୁ ଭଡ଼ା ଟ୍ୟାକ୍ସି କିମ୍ବା ଅଟୋ ଦ୍ୱାରା ୩୨ କିଲୋମିଟର ଯାତ୍ରା କରିବା ପରାମର୍ଶଦାୟକ |