ଅଂଶୁପା

ଆଠଗଡର ନିକଟରେ ଥିବା ଅପେକ୍ଷାକୃତ ସାନ ହେଲେ ମଧ୍ୟ ଏହି ସ୍ଥାନ ବିଚିତ୍ରବର୍ଣ୍ଣା ଭ୍ରମଣଶୀଳ ପକ୍ଷୀମାନଙ୍କ ପାଇଁ ଶୀତଦିନେ ସ୍ଵର୍ଗ ସଦୃଶ ହୋଇଥାଏ । ଏହି ହ୍ରଦର ଜଳର ପରିବ୍ୟାପ୍ତି ମତ୍ସ୍ୟ ଚାଷ ନୌକା ବିହାର ଉତ୍ତମ ବିବେଚିତ ହୋଇଥାଏ ।

ପ୍ରକୃଷ୍ଟ ସମୟ :ଅକ୍ଟୋବର ରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ଅମଙ୍ଗେଇକୁଦ (୧୫ କି.ମି) ତିଗିରିଆ (୨୦ କି.ମି) , ବାଙ୍କୀ-ଚର୍ଚ୍ଚିକା (୧୫ କି.ମି)

ଯୋଗାଯୋଗ:ଜିଲ୍ଲା ପର୍ଯ୍ୟଟନ ଅଧିକାରୀ,କଟକ
ଦୂରଭାଷ ନ : ୦୬୭୧-୨୩୦୫୨୨୫
ଇ-ମେଲ: tocuttack@gmail.com

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵରରୁ - ୮୮ କି.ମି. ।

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନଗୁଡିକ ହେଉଛି କଟକ - ୬୨ କି.ମି ଏବଂ ଭୁବନେଶ୍ଵର ୭୨ କି.ମି ।

ସଡ଼କ ପଥରେ

କଟକ ସହରରୁ ନିୟମିତ ଭାବେ ଅଂଶୁପା ନିକଟସ୍ଥ ସୁବର୍ଣ୍ଣପୁର,ବାଙ୍କୀ ଓ ଆଠଗଡ ବସ ସେବା ଉପଲବ୍ଧ ।