ଟେଣ୍ଡର / କୋଟେସନ୍
ଶୀର୍ଷକ | ବିବରଣୀ | ଆରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
କଟକ ଜିଲ୍ଲାର ମମତା ଯୋଜନାରେ ମାନବ ସମ୍ବଳ ସେବା ଯୋଗାଇବା ନିମନ୍ତେ ମାନବ ସମ୍ବଳ ସେବା ସଂସ୍ଥାମାନଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଉଛି । | କଟକ ଜିଲ୍ଲାର ମମତା ଯୋଜନାରେ ମାନବ ସମ୍ବଳ ସେବା ଯୋଗାଇବା ନିମନ୍ତେ ମାନବ ସମ୍ବଳ ସେବା ସଂସ୍ଥାମାନଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଉଛି । |
07/06/2022 | 22/06/2022 | ଦେଖନ୍ତୁ (1 MB) |
କଟକ ଜିଲ୍ଲା କୋର୍ଟ ଏବଂ ତାଲୁକ କୋର୍ଟ ପରିସରର ସଂରକ୍ଷଣ,ସ୍ଵଚ୍ଛତା,ପରିଚାଳନା ଏବଂ ବୈଦ୍ୟୁତିକ ସେବା ନିମନ୍ତେ ଠିକା ସଂସ୍ଥାମାନଙ୍କ ଠାରୁ ପ୍ରସ୍ତାବ (RFP) ପାଇଁ ଅନୁରୋଧ । | କଟକ ଜିଲ୍ଲା କୋର୍ଟ ଏବଂ ତାଲୁକ କୋର୍ଟ ପରିସରର ସଂରକ୍ଷଣ,ସ୍ଵଚ୍ଛତା,ପରିଚାଳନା ଏବଂ ବୈଦ୍ୟୁତିକ ସେବା ନିମନ୍ତେ ଠିକା ସଂସ୍ଥାମାନଙ୍କ ଠାରୁ ପ୍ରସ୍ତାବ (RFP) ପାଇଁ ଅନୁରୋଧ । |
03/06/2022 | 09/06/2022 | ଦେଖନ୍ତୁ (1 MB) |
କ୍ରୀଡା ଛାତ୍ରା ବାସ କଟକର ଅନ୍ତେବାସୀ ମାନଙ୍କ ପାଇଁ ୨୦୨୨-୨୦୨୩ ବର୍ଷ ନିମନ୍ତେ ଖେଳ ଉପକରଣ/ ଜିନିଷ, ବରଫ ତିଆରି ଯନ୍ତ୍ର, Deep fridge (ବରଫ ସଂରକ୍ଷିତ ରଖିବା fridge physiotheraphy (ଭୌତିକ ଚିକିତ୍ସା) & first Aid ଉପକରଣ ଇତ୍ୟାଦି କ୍ରୟ କରିବା ନିମନ୍ତେ ଟେଣ୍ଡର ଆହ୍ଵାନ କରାଯାଉଅଛି । | କ୍ରୀଡା ଛାତ୍ରା ବାସ କଟକର ଅନ୍ତେବାସୀ ମାନଙ୍କ ପାଇଁ ୨୦୨୨-୨୦୨୩ ବର୍ଷ ନିମନ୍ତେ ଖେଳ ଉପକରଣ/ ଜିନିଷ, ବରଫ ତିଆରି ଯନ୍ତ୍ର, Deep fridge (ବରଫ ସଂରକ୍ଷିତ ରଖିବା fridge physiotheraphy (ଭୌତିକ ଚିକିତ୍ସା) & first Aid ଉପକରଣ ଇତ୍ୟାଦି କ୍ରୟ କରିବା ନିମନ୍ତେ ଟେଣ୍ଡର ଆହ୍ଵାନ କରାଯାଉଅଛି । |
17/05/2022 | 07/06/2022 | ଦେଖନ୍ତୁ (1 MB) |
ମାସିକ ଭଡାସୂତ୍ରେ ସହାୟକ ଭେଷଜ ନିୟନ୍ତ୍ରକ,କଟକ ମଣ୍ଡଳ-୨ ଗାଡି ନିଯୁକ୍ତି ନିମନ୍ତେ ଟେଣ୍ଡର ଆହ୍ଵାନ । | ମାସିକ ଭଡାସୂତ୍ରେ ସହାୟକ ଭେଷଜ ନିୟନ୍ତ୍ରକ,କଟକ ମଣ୍ଡଳ-୨ ଗାଡି ନିଯୁକ୍ତି ନିମନ୍ତେ ଟେଣ୍ଡର ଆହ୍ଵାନ । |
19/05/2022 | 06/06/2022 | ଦେଖନ୍ତୁ (5 MB) |
ମାସିକ ଭଡାସୂତ୍ରେ ସହାୟକ ଭେଷଜ ନିୟନ୍ତ୍ରକ,କଟକ ମଣ୍ଡଳ-୧ ଗାଡି ନିଯୁକ୍ତି ନିମନ୍ତେ ଟେଣ୍ଡର ଆହ୍ଵାନ । | ମାସିକ ଭଡାସୂତ୍ରେ ସହାୟକ ଭେଷଜ ନିୟନ୍ତ୍ରକ,କଟକ ମଣ୍ଡଳ-୧ ଗାଡି ନିଯୁକ୍ତି ନିମନ୍ତେ ଟେଣ୍ଡର ଆହ୍ଵାନ । |
19/05/2022 | 06/06/2022 | ଦେଖନ୍ତୁ (5 MB) |
୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବାଙ୍କୀ ତହସିଲ ଅଧୀନରେ ଥିବା ବନ୍ଦାଳୋ ବାଲିଘାଟର ସଂଶୋଧିତ ନିଲାମ ଇସ୍ତାହାର । | ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବାଙ୍କୀ ତହସିଲ ଅଧୀନରେ ଥିବା ବନ୍ଦାଳୋ ବାଲିଘାଟର ସଂଶୋଧିତ ନିଲାମ ଇସ୍ତାହାର । |
18/05/2022 | 27/05/2022 | ଦେଖନ୍ତୁ (380 KB) |
ଇଣ୍ଟିଗ୍ରେଟେଡ ଇନଫ୍ରାଷ୍ଟ୍ରକଚର କମ୍ପ୍ଳେକ୍ସ, ସିଡିଏ, କଟକରେ ଦୃଷ୍ଟିଶକ୍ତି ବାଧିତ ଓ ଶ୍ରବଣଶକ୍ତି ବାଧିତ ସ୍କୁଲର ସୁପରିଚାଳନା ନିମନ୍ତେ ଇଛୁକ ଏନ.ଜି.ଓ ଚୟନ ନିମନ୍ତେ ବିଜ୍ଞପ୍ତି । | ଇଣ୍ଟିଗ୍ରେଟେଡ ଇନଫ୍ରାଷ୍ଟ୍ରକଚର କମ୍ପ୍ଳେକ୍ସ, ସିଡିଏ, କଟକରେ ଦୃଷ୍ଟିଶକ୍ତି ବାଧିତ ଓ ଶ୍ରବଣଶକ୍ତି ବାଧିତ ସ୍କୁଲର ସୁପରିଚାଳନା ନିମନ୍ତେ ଇଛୁକ ଏନ.ଜି.ଓ ଚୟନ ନିମନ୍ତେ ବିଜ୍ଞପ୍ତି । |
11/05/2022 | 26/05/2022 | ଦେଖନ୍ତୁ (4 MB) |
ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ,କଟକ କାର୍ଯ୍ୟ।ଳୟରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟମିଶନ ଅଧୀନରେ ମାସିକ ଭଡା ସୂତ୍ରରେ ଗାଡି ନିୟୋଜନ ସମ୍ବନ୍ଧେ । | ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ,କଟକ କାର୍ଯ୍ୟ।ଳୟରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟମିଶନ ଅଧୀନରେ ମାସିକ ଭଡା ସୂତ୍ରରେ ଗାଡି ନିୟୋଜନ ସମ୍ବନ୍ଧେ । |
04/05/2022 | 25/05/2022 | ଦେଖନ୍ତୁ (3 MB) |
୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବାଙ୍କୀ ତହସିଲ ଅଧୀନରେ ଥିବା ବନ୍ଦାଳୋ ବାଲିଘାଟର ନିଲାମ ଇସ୍ତାହାର । | ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବାଙ୍କୀ ତହସିଲ ଅଧୀନରେ ଥିବା ବନ୍ଦାଳୋ ବାଲିଘାଟର ନିଲାମ ଇସ୍ତାହାର । |
05/05/2022 | 23/05/2022 | ଦେଖନ୍ତୁ (1 MB) |
ମସ୍ୟଦିଆ ନିଲାମ-୨୦୨୨-୨୩ ବର୍ଷ ନିମନ୍ତେ । | ମସ୍ୟଦିଆ ନିଲାମ-୨୦୨୨-୨୩ ବର୍ଷ ନିମନ୍ତେ । |
21/04/2022 | 20/05/2022 | ଦେଖନ୍ତୁ (1 MB) |