ବନ୍ଦ କରନ୍ତୁ

ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ୨୦୨୦-୨୧ର ଷଷ୍ଠ ଶ୍ରେଣୀ ପାଇଁ ସଂଶୋଧିତ ସାଧାରଣ ମାର୍କ ତାଲିକା ଓ ସଂଶୋଧିତ ଚୟନ ତାଲିକା ।

ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ୨୦୨୦-୨୧ର ଷଷ୍ଠ ଶ୍ରେଣୀ ପାଇଁ ସଂଶୋଧିତ ସାଧାରଣ ମାର୍କ ତାଲିକା ଓ ସଂଶୋଧିତ ଚୟନ ତାଲିକା ।
ଶୀର୍ଷକ ବିବରଣୀ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ୨୦୨୦-୨୧ର ଷଷ୍ଠ ଶ୍ରେଣୀ ପାଇଁ ସଂଶୋଧିତ ସାଧାରଣ ମାର୍କ ତାଲିକା ଓ ସଂଶୋଧିତ ଚୟନ ତାଲିକା ।

କଟକ ଜିଲ୍ଲାର ବାଙ୍କୀ, ବାଙ୍କୀ-ଡମପଡା, ଟାଙ୍ଗୀ-ଚୌଦ୍ଵାର, ବାରଙ୍ଗ, ମାହାଙ୍ଗା, ଆଠଗଡ, ବଡମ୍ବା ଓ କଟକ ସଦର ବ୍ଲକ ଗୁଡିକରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଷଷ୍ଠ ଶ୍ରେଣୀରେ ନାମ ଲେଖା ନିମିତ୍ତ ହୋଇଥିବା ପ୍ରବେଶିକା ପରୀକ୍ଷାର ବ୍ଲକ ୱାରୀ ସଂଶୋଧିତ ସାଧାରଣ ମାର୍କ ତାଲିକା ଓ ସଂଶୋଧିତ ଚୟନ ତାଲିକା ।
ଏଥି ସହିତ ଗତ ୩୦.୦୪.୨୦୨୦ ତାରିଖରେ ଏହିଠାରେ ପ୍ରକାଶିତ ସାଧାରଣ ମାର୍କ ତାଲିକା ଓ ପ୍ରଥମ ପର୍ଯ୍ୟ।ୟ ଚୟନ ତାଲିକାକୁ ବାତିଲ କରାଗଲା ଓ ହଟାଇ ନିଆଗଲା ।

15/05/2020 30/06/2020 ଦେଖନ୍ତୁ (553 KB)