ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ୨୦୨୦-୨୧ର ଷଷ୍ଠ ଶ୍ରେଣୀ ପାଇଁ ସଂଶୋଧିତ ସାଧାରଣ ମାର୍କ ତାଲିକା ଓ ସଂଶୋଧିତ ଚୟନ ତାଲିକା ।
ଶୀର୍ଷକ | ବିବରଣୀ | ଆରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ୨୦୨୦-୨୧ର ଷଷ୍ଠ ଶ୍ରେଣୀ ପାଇଁ ସଂଶୋଧିତ ସାଧାରଣ ମାର୍କ ତାଲିକା ଓ ସଂଶୋଧିତ ଚୟନ ତାଲିକା । | କଟକ ଜିଲ୍ଲାର ବାଙ୍କୀ, ବାଙ୍କୀ-ଡମପଡା, ଟାଙ୍ଗୀ-ଚୌଦ୍ଵାର, ବାରଙ୍ଗ, ମାହାଙ୍ଗା, ଆଠଗଡ, ବଡମ୍ବା ଓ କଟକ ସଦର ବ୍ଲକ ଗୁଡିକରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଷଷ୍ଠ ଶ୍ରେଣୀରେ ନାମ ଲେଖା ନିମିତ୍ତ ହୋଇଥିବା ପ୍ରବେଶିକା ପରୀକ୍ଷାର ବ୍ଲକ ୱାରୀ ସଂଶୋଧିତ ସାଧାରଣ ମାର୍କ ତାଲିକା ଓ ସଂଶୋଧିତ ଚୟନ ତାଲିକା । |
15/05/2020 | 30/06/2020 | ଦେଖନ୍ତୁ (553 KB) |