ବନ୍ଦ କରନ୍ତୁ

ଶିକ୍ଷା

ସର୍ବଶିକ୍ଷା ଅଭିଯାନ(ଏସ.ଏସ.ଏ), କଟକ

ଭାରତୀୟ ସମ୍ବିଧାନର ୮୬ ତମ ସଂଶୋଧନ ଅନୁସାରେ ଆଦେଶିତ ମୁତାବକ ୬ ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ସେମାନଙ୍କର ମୌଳିକ ଅଧିକାର,  ଅବାଧ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ପରିପ୍ରେକ୍ଷୀରେ ଭାରତ ସରକାର ସମୟ ସୀମା ମଧ୍ୟରେ ପ୍ରାଥମିକ ଶିକ୍ଷା ସାର୍ବଜନୀନକରଣକୁ ହାସଲ କରିବା ନିମନ୍ତେ ସର୍ବଶିକ୍ଷା ଅଭିଯାନ(ଏସ.ଏସ. ଏ) ନାମରେ ଏକ ଫ୍ଲାଗସିପ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି ।

ଓଡିଶାରେ ୩୦ ଗୋଟି ଜିଲ୍ଲାରେ ୨୦୦୧ ମସିହାଠାରୁ ନିମ୍ନଲିଖିତ ଲକ୍ଷ୍ୟ ନେଇ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକାରୀ କରାଯାଉଛି :

୨୦୦୩ ମସିହା ସୁଦ୍ଧା ୬-୧୪ ବର୍ଷର ସମସ୍ତ ପିଲା ବିଦ୍ୟାଳୟକୁ ଯିବେ ।

୨୦୦୭ ମସିହା ସୁଦ୍ଧା ସମସ୍ତ ପିଲା ବିଦ୍ୟାଳୟରେ ୫ ବର୍ଷ ସମାପ୍ତ କରିବେ ।

୨୦୧୦ ମସିହା ସୁଦ୍ଧା ସାର୍ବଜନୀନ ରହଣି ।

୨୦୦୭ ମସିହା ସୁଦ୍ଧା ପ୍ରାଥମିକ ସ୍ତରରେ ଏବଂ ୨୦୧୦ମସିହା ସୁଦ୍ଧା ଉଚ୍ଚ ପ୍ରାଥମିକ ସ୍ତରରେ ଲିଙ୍ଗଗତ ଓ ସାମାଜିକ ଶ୍ରେଣୀଗତ ଦୃରତ୍ଵକୁ କମାଇବା, ଜୀବନ ପାଇଁ ସନ୍ତୋଷ ଜନକ ତଥା ଗୁଣାତ୍ମକ ଶିକ୍ଷା ଉପରେ କେନ୍ଦ୍ରୀଭୂତ କରିବା ।

ଶିକ୍ଷାଦାନ ସମନ୍ଧୀୟ ସୂଚନା

ଶିକ୍ଷା ମଣ୍ଡଳ ସଂଖ୍ୟା – ୧ (କଟକ)
ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟ।ଳୟ -୧୫
ମୋଟ ବିଦ୍ୟାଳୟ ସଂଖ୍ୟା- ୩୧୪୫
ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା- ୧୫୨୭
ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା-୯୯୦
ଉଚ୍ଚ ବିଦ୍ୟାଳୟ ସଂଖ୍ୟା-୫୪୭
ନାମ ଲେଖା ସଂଖ୍ୟା (୧ ମ ରୁ ୫ ମ ଶ୍ରେଣୀ)-୧,୮୪,୬୧୯
ନାମ ଲେଖା ସଂଖ୍ୟା (୬ ଷ୍ଟ ରୁ ୮ ମ ଶ୍ରେଣୀ)-୧,୦୯,୪୫୨
ମୋଟ ଜାତି ଭିତ୍ତିକ ନାମ ଲେଖା (୧ ମ ରୁ ୮ ମ ଶ୍ରେଣୀ)-୨,୯୫,୦୭୧
ମୋଟ ନାମ ଲେଖା (୯ ମ ଓ ୧୦ ମ ଶ୍ରେଣୀ)-୬୮,୦୪୧
ମୋଟ ନାମ ଲେଖା (୧ ମ ରୁ ୧୦ ମ ଶ୍ରେଣୀ)-୩,୬୨,୧୧୨
ମୋଟ ଶିକ୍ଷକଙ୍କ ସଂଖ୍ୟା -୧୯୪୭୫

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଯୋଗାଯୋଗ ବିବରଣୀ

ଜିଲ୍ଲା ନାମ ନାମ ଇ – ମେଲ ଆଇ. ଡି. ଫୋନ ନମ୍ବର
କଟକ ଶ୍ରୀ ନିରଞ୍ଜନ ବେହେରା deocuttack[at]gmail[dot]com ୯୪୩୮୧୭୯୨୮୦

ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ (ସର୍ବଶିକ୍ଷା ଅଭିଯାନ) ଯୋଗାଯୋଗ ବିବରଣୀ

ଜିଲ୍ଲା ନାମ ନାମ ଇ – ମେଲ ଆଇ. ଡି. ଫୋନ ନମ୍ବର
କଟକ ଶ୍ରୀ ଗଦାଧର ବେହେରା dpccuttackssa.opepa[at]nic[dot]in ୯୪୩୭୪୬୮୬୬୫

ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଯୋଗାଯୋଗ ବିବରଣୀ

କ୍ରମିକ ନମ୍ବର ମଣ୍ଡଳ ନାମ ନାମ ଇ – ମେଲ ଆଇ. ଡି. ଫୋନ ନମ୍ବର
ଆଠଗଡ଼ ନରେନ୍ଦ୍ର କୁମାର ବେହେରା beoathagarh[at]gmail[dot]com ୯୪୩୭୨୭୦୪୦୮
ବଡ଼ମ୍ବା ସୁଜାତା ପ୍ରିୟଦର୍ଶିନୀ ପଣ୍ଡା beobadamba[at]gmail[dot]com ୯୮୬୧୪୮୧୯୩୫
ବାଙ୍କୀ ହିମାଂଶୁ ଭୁଷଣ ସମର୍ଥ beobanki1[at]gmail[dot]com ୮୭୬୩୬୬୮୮୨୪
ବାରଙ୍ଗ ଶ୍ରୀ ଗଦାଧର ବେହେରା (ଭାରପ୍ରାପ୍ତ) beobaranga[at]gmail[dot]com ୯୪୩୭୪୬୮୬୬୫
ସି. ଏମ୍. ସି. ସନ୍ତୋଷ କୁମାର ରାଉତ (ଭାରପ୍ରାପ୍ତ) hqbeocuttack[at]gmail[dot]com ୮୦୧୮୦୮୭୫୫୭
କଟକ ସଦର ସନ୍ତୋଷ ରାଉତ (ଭାରପ୍ରାପ୍ତ) beocuttacksadar[at]gmail[dot]com ୮୦୧୮୦୮୭୫୫୬
ଡମପଡ଼ା ହିମାଂଶୁ ଭୁଷଣ ସମର୍ଥ brccbankidompada[at]gmail[dot]com ୮୭୬୩୬୬୮୮୨୪
କଣ୍ଟାପଡ଼ା ମଧୁସୂଦନ ମଲ୍ଲିକ beokantapada[at]gmail[dot]com ୯୪୩୭୬୨୨୭୮୪
ମାହାଙ୍ଗା ଜୟକୃଷ୍ଣ ଫିଙ୍ଗ beomahanga[at]gmail[dot]com ୯୬୬୮୮୧୫୦୬୮
୧୦ ନରସିଂହପୁର ସୁଜାତା ପ୍ରିୟଦର୍ଶିନୀ ପଣ୍ଡା (ଭାରପ୍ରାପ୍ତ) beonarasinghpur[at]gmail[dot]com ୯୮୬୧୪୮୧୯୩୫
୧୧ ନିଆଳି ସନ୍ତୋଷ କୁମାର ରାଉତ beoniali[at]gmail[dot]com ୮୦୧୮୦୮୭୫୫୬
୧୨ ନିଶ୍ଚିନ୍ତକୋଇଲି ମନୋରଞ୍ଜନ ବାରିକ beonischintakoili[at]gmail[dot]com ୯୮୬୧୧୧୫୨୮୬
୧୩ ସାଲେପୁର ପରେଶ ଚନ୍ଦ୍ର ପାତ୍ର beosalipur[at]gmail[dot]com ୯୮୬୧୭୫୨୮୦୭
୧୪ ଟାଙ୍ଗୀ ଚୌଦ୍ୱାର ଚନ୍ଦ୍ରଶେଖର ଦାଶ beotangichoudwar[at]gmail[dot]com ୯୯୩୭୪୬୮୨୫୫
୧୫ ତିଗିରିଆ ସନ୍ତୋଷ କୁମାର ସେଠି beotigiria[at]gmail[dot]com ୯୮୫୩୦୩୧୩୮୩

ଉତ୍ସ :ସର୍ବଶିକ୍ଷା ଅଭିଯାନ, କଟକ (ତାରିଖ ୨୧.୦୩.୨୦୧୮ ଅନୁସାରେ)