ବନ୍ଦ କରନ୍ତୁ

ପର୍ଯ୍ୟଟନ ସ୍ଥଳ

ଫିଲଟର:
ପ୍ରଗଳା ପୀଠ
ପ୍ରଗଳା ପୀଠ

ଏହି ସ୍ଥାନ ଏହାର ଅଧିଷ୍ଟାତ୍ରୀ ଦେବୀ ‘ମା’ ପ୍ରଗଳାଙ୍କ ପାଇଁ ପ୍ରସିଦ୍ଧ , ଯିଏ କି ନରସିଂହପୁର ରାଜ ପରିବାର ମୁଖ୍ୟଙ୍କ ପାରିବାରିକ ଠାକୁରାଣୀ ଥିଲେ ।…

ପରମହଂସ.
ପରମହଂସ

ଏହି ସ୍ଥାନ ଭଗବାନ ଶିବଙ୍କର ପୀଠ ଭାବେ ପ୍ରସିଦ୍ଧ । ଏହା ମଧ୍ୟ ଅନନ୍ତ ଗର୍ଭ ନାମରେ ବିଖ୍ୟାତ । ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ…

ନିଆଳି ମାଧବ.
ନିଆଳି ମାଧବ

ରାଧା ମାଧବ ବିଗ୍ରହ ପାଇଁ ପ୍ରସିଦ୍ଧ ଏହା ଏକ ଧାର୍ମିକ କେନ୍ଦ୍ର । ପବିତ୍ର ପ୍ରାଚୀ ନଦୀ କୂଳରେ ଏହା ଅବସ୍ଥିତ । ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ…

ମା ଧାକୁଲେଇ ପୀଠ ପ୍ରତାପ ନଗରୀ
ମା ଧାକୁଲେଇ ପୀଠ, ପ୍ରତାପ ନଗରୀ

ବର୍ଷସାରା ଜଳ ପ୍ରବାହିତ ହେଉଥିବା, ପୁରୀ ମୁଖ୍ୟ କେନାଲ ଓ କୁଆଖାଇ ନଦୀର ପାର୍ଶ୍ଵରେ ଥିବା ମା ଧାକୁଲେଇ ପୀଠ ହେଉଛି ଏକ ସୁନ୍ଦର, ଦର୍ଶନୀୟ ଓ…

ଲଳିତଗିରି
ଲଳିତଗିରି

ଏହା ସବୁଠୁ ପୁରାତନ ବୌଦ୍ଧ ପୀଠ ମଧ୍ୟରେ ଅନ୍ୟତମ । ହୁଏନସାଂ ୭ମ ଶତାବ୍ଦୀରେ ଲଳିତଗିରି ପରିଦର୍ଶନ କରିଥିଲେ । ଉତଖନନ କରାଯାଇଥିବା ଅନେକ ଗୁଡିଏ ପ୍ରାଚୀନ…

ନରାଜ
ନରାଜ

ମହାନଦୀର ଉପନଦୀ କାଠଯୋଡିର ଉତ୍ପତ୍ତି ସ୍ଥଳରେ ଥିବା ନରାଜ ଏଠାରେ ମହାନଦୀର ବିସ୍ତୃତ ପ୍ରସାରୀ ଜଳରାଶି ଯୋଗୁଁ ଆକର୍ଷଣୀୟ ଦେଖାଯାଏ । ଏଠାରେ ମଧ୍ୟ କେତେକ ବୌଦ୍ଧ…

ମଣିନାଗ ଗୁମ୍ଫା-ଜାଳୁକା ପର୍ବତ
ମଣିନାଗ ଗୁମ୍ଫା-ଜାଳୁକା ପର୍ବତ

ଜାଳୁକା ପର୍ବତ ଗୌରବୋଜ୍ଜଳ ହିନ୍ଦୁ ସଂସ୍କୃତିର ଅତୀତ ସ୍ମୃତିକୁ ବହନ କରୁଥିବା ସଙ୍ଗେ ସଙ୍ଗେ  ଧାର୍ମିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ମଧ୍ୟରେ ଏହାର ପ୍ରଭୁତ୍ଵ ରହିଆସିଥିବା ଜାହିର…

କାକୁଡିଆପଡା
କାକୁଡିଆପଡା

ଏହା ଦେବୀ ସିଦ୍ଧଦେବୀଙ୍କ ପାଇଁ ପ୍ରସିଦ୍ଧ । ପାଣି ତଳେ ଉଭୟ ଭଗବାନ ଶିବ ଓ ଦେବୀ ପାର୍ବତୀ ଏଠାରେ ପୂଜା ପାଉଛନ୍ତି । ପ୍ରକୃଷ୍ଟ ସମୟ…

ଧବଳେଶ୍ଵର
ଧବଳେଶ୍ଵର

ମହାନଦୀରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦ୍ଵୀପରେ ଥିବା ଏହି ସ୍ଥାନ ଅଧିଷ୍ଟାତା ଦେବ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ଵର (ଶିବ)ଙ୍କ ନାମରେ ନାମିତ । ଏଠାରେ କୁଳୁକୁଳୁ…

ଦେଓଝର
ଦେଓଝର

ଦେଓଝରଠାରେ ଥିବା ଝରଣା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ଏବଂ ଏହି ସ୍ଥାନ ବଣଭୋଜି ପାଇଁ ପ୍ରକୃଷ୍ଟ । ଏଠାରେ ଥିବା ଝରଣାର ଶିଖର ବଡେଦିଧାର…