ବନ୍ଦ କରନ୍ତୁ

ପର୍ଯ୍ୟଟନ ସ୍ଥଳ

ଫିଲଟର:
ନେମାଳ
ନେମାଳ

ଏହା ପଂଚ ସଖା ମଧ୍ୟରୁ ଅନ୍ୟତମ, ଓଡିଶାରେ ଭକ୍ତି ଧର୍ମର ସଂସ୍ଥାପକ ଅଚ୍ୟୁତାନନ୍ଦଙ୍କର ସମାଧିପୀଠ । ଅଚ୍ୟୁତାନନ୍ଦ ମଧ୍ୟ ତାଙ୍କ ଦ୍ଵାରା ଲିଖିତ ଭବିଷ୍ୟବାଣୀ-“ମାଲିକା” ପାଇଁ ପ୍ରସିଦ୍ଧ…

ଶ୍ରୀ ଶ୍ରୀ ରାମନାଥ ଦେବ – ବୈଦ୍ୟନାଥ ଦେବ
ଶ୍ରୀ ଶ୍ରୀ ରାମନାଥ ଦେବ – ବୈଦ୍ୟନାଥ ଦେବ

ବାଙ୍କୀ ବ୍ଲକରେ ଥିବା ଶ୍ରୀ ଶ୍ରୀ ରାମନାଥ ଦେବ – ବୈଦ୍ୟନାଥ ଦେବଙ୍କ ପ୍ରସିଦ୍ଧ ପ୍ରାଚୀନ ମନ୍ଦିର । ମହାନଦୀ ତଟରେ ଅବସ୍ଥିତ ଏହି ମନ୍ଦିର ୧୪୬୦…

Sri Sri Swapneswar Dev.
ଶ୍ରୀ ଶ୍ରୀ ସ୍ଵପନେଶ୍ଵର ଦେବ

ମହାନଦୀର ଉତ୍ତର ପାର୍ଶ୍ଵରେ ଥିବା ଶଙ୍ଖମେରୀ ସ୍ଥିତ ଶ୍ରୀ ଶ୍ରୀ ସ୍ଵପନେଶ୍ଵର ଦେବ ,୧୬୯୦ ରୁ ୧୭୩୪ ଖ୍ରୀଷ୍ଟାଦ୍ଦ ମଧ୍ୟରେ ବଡମ୍ବା ଗଡଜାତ ରାଜା ବଳଭଦ୍ର ମଙ୍ଗରାଜଙ୍କ…

ସପନପୁର
ସପନପୁର

କ୍ଷୁଦ୍ର ସପନପୁର ଗ୍ରାମ, ଏହାର ଚତୃପାର୍ଶ୍ଵରେ ସବୁଜ କୃଷି କ୍ଷେତ୍ରମାନଙ୍କରେ ଥିବା ବିନ୍ଦୁ ଭଳି ଧାଡି ଧାଡି ପାହାଡ ଯୋଗୁଁ ସୃଷ୍ଟ ପ୍ରାକୃତିକ ସୌନ୍ଦର୍ଯ୍ୟ ହେତୁ ପ୍ରସିଦ୍ଧ…

ସିଂହନାଥ
ସିଂହନାଥ

ମହାନଦୀରେ ଥିବା ଏକ କ୍ଷୁଦ୍ର ଦ୍ଵୀପ ମଧ୍ୟରେ ଏହା ଅବସ୍ଥିତ । ଏହାର ଅଧିଷ୍ଟାତା ଦେବତା ହେଉଛନ୍ତି ଭଗବାନ ଶିବ-ଶମ୍ଭୁନାଥ । ଏହା ବ୍ୟତୀତ ଏହି ଦ୍ଵୀପରେ…

ସତ୍ୟଭାମାପୁର
ସତ୍ୟଭାମାପୁର

କଟକ ଠାରୁ ୨୦ କି.ମି. ଦୂରରେ ଥିବା ଏହି ଗ୍ରାମରେ ଉତ୍କଳ ଗୌରବ ମଧୁସୂଦନ ଦାସ ୧୮୪୮ ମସିହା ଏପ୍ରେଲ ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ…

ସାତକୋଶିଆ.
ସାତକୋଶିଆ

ଏହି ସ୍ଥାନ ଦୁଇ ପାହାଡ ମଝିରେ ଥିବା ସଂକୀର୍ଣ୍ଣ ଫାଙ୍କ ବା ଉପତ୍ୟକା ପାଇଁ ପ୍ରସିଦ୍ଧ ଯାହାକି ସାତକୋଶିଆ ଠାରୁ ଆରମ୍ଭ ହୋଇଛି । ଦଳଗତ ଭାବେ…

ପ୍ରସନ୍ନ ପୁରୁଷୋତ୍ତମ ଦେବ
ପ୍ରସନ୍ନ ପୁରୁଷୋତ୍ତମ ଦେବ

ତିଗିରିଆର ଶ୍ରୀ ଶ୍ରୀ ପ୍ରସନ୍ନ ପୁରୁଷୋତ୍ତମ ଦେବ ମନ୍ଦିର ହେଉଛି ଓଡିଶାର ପୁରାତନ ମନ୍ଦିର ମାନଙ୍କ ମଧ୍ୟରେ ୨ ୟ ବୃହତମ ମନ୍ଦିର । ମନ୍ଦିରର ଦୃଶ୍ୟ…

ପ୍ରଗଳା ପୀଠ
ପ୍ରଗଳା ପୀଠ

ଏହି ସ୍ଥାନ ଏହାର ଅଧିଷ୍ଟାତ୍ରୀ ଦେବୀ ‘ମା’ ପ୍ରଗଳାଙ୍କ ପାଇଁ ପ୍ରସିଦ୍ଧ , ଯିଏ କି ନରସିଂହପୁର ରାଜ ପରିବାର ମୁଖ୍ୟଙ୍କ ପାରିବାରିକ ଠାକୁରାଣୀ ଥିଲେ ।…

ପରମହଂସ.
ପରମହଂସ

ଏହି ସ୍ଥାନ ଭଗବାନ ଶିବଙ୍କର ପୀଠ ଭାବେ ପ୍ରସିଦ୍ଧ । ଏହା ମଧ୍ୟ ଅନନ୍ତ ଗର୍ଭ ନାମରେ ବିଖ୍ୟାତ । ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ…