ବନ୍ଦ କରନ୍ତୁ

ଦସ୍ତାବିଜ

ସରକାରୀ ଅଧିସୂଚନା, ଆଦେଶନାମା ,ବିବରଣୀ, ନିୟମାବଳୀ ଆଦି ସମ୍ପର୍କିତ ଦସ୍ତାବିଜ (ଡକ୍ୟୁମେଣ୍ଟ) ଏଠାରେ ପ୍ରଦର୍ଶିତ ହେବ । ପି.ଡି.ଏଫ. ଫର୍ମାଟରେ ଦସ୍ତାବିଜ ଗୁଡିକ ଏଠାରେ ଅପଲୋଡ କରାଯାଇଛି ଏବଂ ପସନ୍ଦ ମୁତାବକ ସେଗୁଡିକ ଡାଉନଲୋଡ କରିବାପାଇଁ ସୁବିଧା ରହିଛି ।

Filter Document category wise

ଫିଲଟର

ଦସ୍ତାବିଜ
ଶୀର୍ଷକ ତାରିଖ View / Download
ଟାଙ୍ଗୀ-ହରିପୁର ରୋଡ ପ୍ରକଳ୍ପର ରେଲୱେ ଓଭର ବ୍ରିଜ ନିର୍ମାଣ ନିମନ୍ତେ । 19/10/2020 ଦେଖନ୍ତୁ (2 MB)
ମୋକଦମା ତାଲିକା କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, କଟକ ଅଦାଲତ – ମୋକଦମା ତା. ୨୦.୧୦.୨୦୨୦. 19/10/2020 ଦେଖନ୍ତୁ (398 KB)
ମନରେଗା ଯୋଜନା ଅଧିନରେ କଟକ ଜିଲ୍ଲାରେ କର୍ମଚାରୀ ଯୋଗାଣ ସଂସ୍ଥା ମାଧ୍ୟମରେ ନିଯୁକ୍ତି ନିମନ୍ତେ ବିଜ୍ଞାପନ । 30/09/2020 ଦେଖନ୍ତୁ (3 MB)
ଘର ଅଗଣାରେ ଆଜୋଲା ଚାଷ ପାଇଁ ଆବଶ୍ୟକୀୟ ଜିନିଷ ଯୋଗାଇଦେବା ନିମନ୍ତେ ବିଜ୍ଞାପନ । 24/08/2020 ଦେଖନ୍ତୁ (192 KB)
ବିଜ୍ଞାପନ (ତିଗିରିଆ ବ୍ଲକରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଯୋଗାଇଦେବା ନିମନ୍ତେ ଭଡା ସୂତ୍ରରେ ଯାନ ପାଇଁ ବିଜ୍ଞାପନ) 18/08/2020 ଦେଖନ୍ତୁ (270 KB)
ବିଜ୍ଞାପନ (କଟକ ଜିଲ୍ଲାରେ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ପ୍ରାଣିଧନ ସହାୟକ ଚୟନ ନିମନ୍ତେ ବିଜ୍ଞାପନ) 17/07/2020 ଦେଖନ୍ତୁ (442 KB)
ଆରୋଗ୍ୟ ସେତୁ ଆଇ. ଭି. ଆର୍. ଏସ୍. ୧୯୨୧ 05/05/2020 ଦେଖନ୍ତୁ (63 KB)
ଆରୋଗ୍ୟ ସେତୁ ଆପ୍ ସମ୍ଭନ୍ଧରେ ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ 05/05/2020 ଦେଖନ୍ତୁ (165 KB)
ଲକଡାଉନ ପରେ ଓଡ଼ିଶାକୁ ଫେରୁଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ଲକଡାଉନ ପରେ ଓଡ଼ିଶାକୁ ଫେରୁଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ : କୋଭିଡ୧୯ ଓଡ଼ିଶା ରାଜ୍ୟ ପୋର୍ଟାଲ୍, ଓଡ଼ିଶା ସରକାର : ପଞ୍ଜୀକରଣ ନିମନ୍ତେ ଏଇଠି କ୍ଲିକ୍ କରନ୍ତୁ
ଓଡିଶାର ପାରାଦ୍ଵୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍ ରେ କଟକର ସୈନ୍ୟ ନିଯୁକ୍ତି କାର୍ଯ୍ୟ।ଳୟ ଦ୍ଵାରା ଆୟୋଜିତ ସୈନ୍ୟ ନିଯୁକ୍ତି ରାଲି ୨୦୨୦ ଅପ୍ରେଲ ୦୫ ରୁ ୧୬ ତାରିଖ ମଧ୍ୟରେ ଅନୁଷ୍ଟିତ ହେବ । 11/02/2020 ଦେଖନ୍ତୁ (1,002 KB)