ଜନସଂଖ୍ୟା ତତ୍ତ୍ଵ

ବିବରଣୀ ସଂଖ୍ୟା
କ୍ଷେତ୍ରଫଳ ୩୯୩୨ ବର୍ଗ କି. ମି.
ଉପଖଣ୍ଡ ୦୩
ତହସିଲ ୧୫
ରାଜସ୍ୱ ମଣ୍ଡଳ ୧୨୮
ବ୍ଲକ ୧୪
ଗ୍ରାମ ପଞ୍ଚାୟତ ୩୭୩
ଗ୍ରାମ ( ଜିଲ୍ଲା ପରିସଂଖ୍ୟାନ ହାଣ୍ଡ ବୂକ , କଟକ, ୨୦୧୧ ଅନୁସାରେ ) ୧୯୫୦
ମହାନଗର ନିଗମ ୦୧
ପୌରପାଳିକା ୦୧
ବିଜ୍ଞାପିତ ଅଞ୍ଚଳ ପରିଷଦ ୦୨
ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) ୨୬୨୪୪୭୦
ପୁରୁଷ ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) ୧୩୫୨୭୬୦
ମହିଳା ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) ୧୨୭୧୭୧୦
ଗ୍ରାମାଞ୍ଚଳ ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) ୧୮୮୮୪୨୩
ସହରାଞ୍ଚଳ ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) ୭୩୬୦୪୭
ଜନସଂଖ୍ୟା ଘନତ୍ଵ (ଜିଲ୍ଲା ପରିସଂଖ୍ୟାନ ହାଣ୍ଡ ବୂକ , କଟକ, ୨୦୧୧ ଅନୁସାରେ ) ୬୬୭ ପ୍ରତି ବର୍ଗ କି. ମି.
ସାକ୍ଷରତା ଶତକଡା ( ଜିଲ୍ଲା ପରିସଂଖ୍ୟାନ ହାଣ୍ଡ ବୂକ , କଟକ, ୨୦୧୧ ଅନୁସାରେ ) ୮୫.୫ %