କ୍ଷେତ୍ରଫଳ |
୩୯୩୨ ବର୍ଗ କି. ମି. |
ଉପଖଣ୍ଡ |
୦୩ |
ତହସିଲ |
୧୫ |
ରାଜସ୍ୱ ମଣ୍ଡଳ |
୧୨୮ |
ବ୍ଲକ |
୧୪ |
ଗ୍ରାମ ପଞ୍ଚାୟତ |
୩୭୩ |
ଗ୍ରାମ ( ଜିଲ୍ଲା ପରିସଂଖ୍ୟାନ ହାଣ୍ଡ ବୂକ , କଟକ, ୨୦୧୧ ଅନୁସାରେ ) |
୧୯୫୦ |
ମହାନଗର ନିଗମ |
୦୧ |
ପୌରପାଳିକା |
୦୧ |
ବିଜ୍ଞାପିତ ଅଞ୍ଚଳ ପରିଷଦ |
୦୨ |
ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) |
୨୬୨୪୪୭୦ |
ପୁରୁଷ ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) |
୧୩୫୨୭୬୦ |
ମହିଳା ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) |
୧୨୭୧୭୧୦ |
ଗ୍ରାମାଞ୍ଚଳ ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) |
୧୮୮୮୪୨୩ |
ସହରାଞ୍ଚଳ ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) |
୭୩୬୦୪୭ |
ଜନସଂଖ୍ୟା ଘନତ୍ଵ (ଜିଲ୍ଲା ପରିସଂଖ୍ୟାନ ହାଣ୍ଡ ବୂକ , କଟକ, ୨୦୧୧ ଅନୁସାରେ ) |
୬୬୭ ପ୍ରତି ବର୍ଗ କି. ମି. |
ସାକ୍ଷରତା ଶତକଡା ( ଜିଲ୍ଲା ପରିସଂଖ୍ୟାନ ହାଣ୍ଡ ବୂକ , କଟକ, ୨୦୧୧ ଅନୁସାରେ ) |
୮୫.୫ % |