.
ଜିଲ୍ଲା ସମ୍ବନ୍ଧରେ
କଟକ ଜିଲ୍ଲା ଓଡିଶାର ପୁରାତନ ଜିଲ୍ଲାମାନଙ୍କ ମଧ୍ୟରେ ଅନ୍ୟତମ ।ଏହା ଏକ ଗୁରୁତ୍ଵପୂର୍ଣ ସହର ଏବଂ କଟକ ସହର ଜିଲ୍ଲାର ସଦର ମହକୁମା ହୋଇଥିବା ହେତୁ ଏହାର ନାମକୁ ଆଧାର କରି ଜିଲ୍ଲାର ନାମ କଟକ ହୋଇଛି ।କଟକ ସହରକୁ ଓଡିଶାର ବ୍ୟବସାୟିକ ରାଜଧାନୀ ରୂପେ ବିବେଚନା କରାଯାଏ । ‘କଟକ’ ଶଦ୍ଧ ସଂସ୍କୃତ ଶଦ୍ଧ ‘କଟକ’ରୁ ଉଦ୍ଭବ ହୋଇଅଛି ଯାହାର କି ୨ ଟି ଅର୍ଥ ରହିଛି ଏହାର ଗୋଟିଏ ଅର୍ଥ ହେଲା ସେନା ଶିବିର ଓ ଅନ୍ୟଟି ସରକାରଙ୍କ ଆସ୍ଥାନ ଯାହାକି ସୈନ୍ୟମାନଙ୍କ ଦ୍ୱାରା ସୁରକ୍ଷିତ। ବାସ୍ତବ ପକ୍ଷେ କହିବାକୁ ଗଲେ ଏହା ଦୃର୍ଗ ବା ପ୍ରାଚୀନ ବାରବାଟୀ ଦୃର୍ଗ କୁ ସୂଚୀତ କରିଥାଏ ଯାହାକୁ ପର୍ଯବେଶିତ କରି କଟକ ସହର ଗଢିଉଠିଛି ।ଓଡିଶାର ନୂତନ ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରଣ ହେବା ପୂର୍ବରୁ କଟକ ଏହାର ରାଜଧାନୀ ଥିଲା,ଯେଉଥି ପାଇ ଏହି ସହର ଗୁରୁତ୍ୱ ବହନ କରେ ।
ନୂଆ କଣ
- ଓଡିଶାର ଗୋପାଳପୁରସ୍ଥିତ କଟକର ସୈନ୍ୟ ନିଯୁକ୍ତି କାର୍ଯ୍ୟ।ଳୟ ଦ୍ଵାରା ଆୟୋଜିତ ସୈନ୍ୟ ନିଯୁକ୍ତି ରାଲି ୨୦୨୧ ମାର୍ଚ୍ଚ ୧୨ ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ।
- ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲକଲେଜ ଓ ହସପିଟାଲ, କଟକର ପୁନଃଉନ୍ନତିକରଣ ଓ ରାସ୍ତାନିର୍ମାଣ ନିମନ୍ତେ ଘୋଷଣା ।
- ମୋକଦମା ତାଲିକା କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, କଟକ ଅଦାଲତ – ମୋକଦମା ତା. ୧୨.୦୧.୨୦୨୧ ରିଖ ।
- ଶୀର୍ଷକ :- ବାଙ୍କୀ, ଆଠଗଡ ଓ ଚୌଦ୍ଵାର ଅତ୍ୟାଧୁନିକ ଉଦ୍ୟାନ (ପାର୍କ) ଓ ଆଦର୍ଶ ଶ୍ମଶାନ ନିର୍ମାଣ ନିମନ୍ତେ ସରକାରୀ ସଂସ୍ଥା ମାନଙ୍କଠାରୁ ପ୍ରସ୍ତାବ/ପ୍ରକଳ୍ପ ନିର୍ମାଣ ନିମନ୍ତେ ଆବେଦନ ଗ୍ରହଣ ସକାଶେ ତାରିଖ ସମୟସୀମା ୧୯.୦୧.୨୦୨୧ ଦିବା ୩ଘଣ୍ଟା ପର୍ଯ୍ୟନ୍ତ ବର୍ଦ୍ଧିତ କରାଗଲା ।
- ବାଲିଘାଟ ନିଲାମ (ପହଙ୍ଗା କନ୍ଦଳ ନଦୀ ବାଲି ଓ ପୋଲସରା କନ୍ଦଳ ନଦୀ ବାଲି ୨୦୨୦-୨୧ ବର୍ଷରୁ ୨୦୨୪-୨୫ ବର୍ଷ ପର୍ଯ୍ୟନ୍ତ
- କଣ୍ଟାପଡା ତହସିଲରେ ୨୦୨୦-୨୧ ରୁ ୨୦୨୪-୨୫ ପର୍ଯ୍ୟନ୍ତ ୫ ବର୍ଷ ନିମନ୍ତେ ଦୀର୍ଘ ମିଆଦି ସୂତ୍ରରେ ଲଘୁ ଖଣିଜ ସଇରାତ ନିଲାମ ପାଇଁ ବନ୍ଦ ଲଫାପା ଟେଣ୍ଡର
ସାର୍ବଜନିକ ୟୁଟିଲିଟିଗୁଡିକ
ଘଟଣା ଗୁଡିକ
କୌଣସି ଘଟଣା ନାହିଁ ।
ହେଲ୍ପଲାଇନ
ଫଟୋ ଗ୍ୟାଲେରୀ
ଟେଣ୍ଡର
- ଶୀର୍ଷକ :- ବାଙ୍କୀ, ଆଠଗଡ ଓ ଚୌଦ୍ଵାର ଅତ୍ୟାଧୁନିକ ଉଦ୍ୟାନ (ପାର୍କ) ଓ ଆଦର୍ଶ ଶ୍ମଶାନ ନିର୍ମାଣ ନିମନ୍ତେ ସରକାରୀ ସଂସ୍ଥା ମାନଙ୍କଠାରୁ ପ୍ରସ୍ତାବ/ପ୍ରକଳ୍ପ ନିର୍ମାଣ ନିମନ୍ତେ ଆବେଦନ ଗ୍ରହଣ ସକାଶେ ତାରିଖ ସମୟସୀମା ୧୯.୦୧.୨୦୨୧ ଦିବା ୩ଘଣ୍ଟା ପର୍ଯ୍ୟନ୍ତ ବର୍ଦ୍ଧିତ କରାଗଲା ।
- ବାଲିଘାଟ ନିଲାମ (ପହଙ୍ଗା କନ୍ଦଳ ନଦୀ ବାଲି ଓ ପୋଲସରା କନ୍ଦଳ ନଦୀ ବାଲି ୨୦୨୦-୨୧ ବର୍ଷରୁ ୨୦୨୪-୨୫ ବର୍ଷ ପର୍ଯ୍ୟନ୍ତ
- କଣ୍ଟାପଡା ତହସିଲରେ ୨୦୨୦-୨୧ ରୁ ୨୦୨୪-୨୫ ପର୍ଯ୍ୟନ୍ତ ୫ ବର୍ଷ ନିମନ୍ତେ ଦୀର୍ଘ ମିଆଦି ସୂତ୍ରରେ ଲଘୁ ଖଣିଜ ସଇରାତ ନିଲାମ ପାଇଁ ବନ୍ଦ ଲଫାପା ଟେଣ୍ଡର
- ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକ, ଆଠଗଡଙ୍କ କାର୍ଯ୍ୟ।ଳୟରେ ଭଡା ସୂତ୍ରରେ ଯାନ ଯୋଗାଣ ନିମନ୍ତେ ମୂଲ୍ୟାଙ୍କନ ପାଇଁ ବିଜ୍ଞାପନ ।