ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

କଟକ ଜିଲ୍ଲା ଓଡିଶାର ପୁରାତନ ଜିଲ୍ଲାମାନଙ୍କ ମଧ୍ୟରେ ଅନ୍ୟତମ ।ଏହା ଏକ ଗୁରୁତ୍ଵପୂର୍ଣ ସହର ଏବଂ କଟକ ସହର ଜିଲ୍ଲାର ସଦର ମହକୁମା ହୋଇଥିବା ହେତୁ ଏହାର ନାମକୁ ଆଧାର କରି ଜିଲ୍ଲାର ନାମ କଟକ ହୋଇଛି ।କଟକ ସହରକୁ ଓଡିଶାର ବ୍ୟବସାୟିକ ରାଜଧାନୀ ରୂପେ ବିବେଚନା କରାଯାଏ । ‘କଟକ’ ଶଦ୍ଧ ସଂସ୍କୃତ ଶଦ୍ଧ ‘କଟକ’ରୁ ଉଦ୍ଭବ ହୋଇଅଛି ଯାହାର କି ୨ ଟି ଅର୍ଥ ରହିଛି ଏହାର ଗୋଟିଏ ଅର୍ଥ ହେଲା ସେନା ଶିବିର ଓ ଅନ୍ୟଟି ସରକାରଙ୍କ ଆସ୍ଥାନ ଯାହାକି ସୈନ୍ୟମାନଙ୍କ ଦ୍ୱାରା ସୁରକ୍ଷିତ। ବାସ୍ତବ ପକ୍ଷେ କହିବାକୁ ଗଲେ ଏହା ଦୃର୍ଗ ବା ପ୍ରାଚୀନ ବାରବାଟୀ ଦୃର୍ଗ କୁ ସୂଚୀତ କରିଥାଏ ଯାହାକୁ ପର୍ଯବେଶିତ କରି କଟକ ସହର ଗଢିଉଠିଛି ।ଓଡିଶାର ନୂତନ ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରଣ ହେବା ପୂର୍ବରୁ କଟକ ଏହାର ରାଜଧାନୀ ଥିଲା,ଯେଉଥି ପାଇ ଏହି ସହର ଗୁରୁତ୍ୱ ବହନ କରେ ।

ଅଧିକ ପଢ

ନୂଆ କଣ

ଶ୍ରୀ ସୁଶାନ୍ତ ମହାପାତ୍ର.
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ , କଟକ ଶ୍ରୀ ସୁଶାନ୍ତ ମହାପାତ୍ର , ଭା. ପ୍ର. ସେ.